ଜ୍ଞାନକୃତ ପାପ

ଉଇକିଅଭିଧାନ‌ରୁ

ଜ୍ଞାନକୃତ ପାପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଜ୍ଞାନକୃତ+ପାପ)[ସମ୍ପାଦନା]

ଯେଉଁ ପାପକୁ ପୂର୍ବରୁ ପାପ ବୋଲି ଜାଣି ଶୁଣି ମନୁଷ୍ୟ ଆଚରଣ କରିଥାଏ — Sinful acts of commission.