ଜ୍ଞାନଗମ୍ୟ

ଉଇକିଅଭିଧାନ‌ରୁ

ଜ୍ଞାନଗମ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଜ୍ଞାନ+ଗମ୍ୟ)[ସମ୍ପାଦନା]

୧. ବୋଧଗମ୍ୟ; ଜ୍ଞେୟ — ୧. Knowable; capable of being known or understood.
୨. ଯାହା ବୁଝାଯାଇ ପାରେ —୨. Comprehensible.