Jump to content

ଜ୍ଞାନଗମ୍ୟ

ଉଇକିଅଭିଧାନ‌ରୁ

ଜ୍ଞାନଗମ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଜ୍ଞାନ+ଗମ୍ୟ)

[ସମ୍ପାଦନା]
୧. ବୋଧଗମ୍ୟ; ଜ୍ଞେୟ — ୧. Knowable; capable of being known or understood.
୨. ଯାହା ବୁଝାଯାଇ ପାରେ —୨. Comprehensible.