ଜ୍ଞାନଦାସ

ଉଇକିଅଭିଧାନ‌ରୁ

ଜ୍ଞାନଦାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗୋକ୍ତି)[ସମ୍ପାଦନା]

ବେତ୍ରାଦି; (ଯାହାର ପ୍ରହାରଦ୍ୱାରା ବାଳକ ବା ଶିଷ୍ୟ ବା ଅପରାଧୀର ଚୌତନ୍ୟ ଉଦୟ ହୁଏ); ଚଇତନ ଦାସ —Thrashing cane (ironically).

(ଯଥା—ପିଲାମାନେ ପାଠରେ ମନ ଦେଉ ନାହାନ୍ତି, ଜ୍ଞାନ— ଦାସେ ବାହାରିଲେ ସମସ୍ତେ ପାଠରେ ଲାଗିଯିବେ=ଅର୍ଥାତ୍ ବେତ ବାହାରିଲେ ସମସ୍ତେ ଡରରେ ପଢ଼ିବସିବେ)