ଜ୍ଞାନବିରୁଦ୍ଧ

ଉଇକିଅଭିଧାନ‌ରୁ

ଜ୍ଞାନବିରୁଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜ୍ଞାନ=ବୁଦ୍ଧି+ବିରୁଦ୍ଧ; ୬ଷ୍ଠୀ ତତ୍)[ସମ୍ପାଦନା]

ନିଜର ବିଶ୍ୱାସ ବା ଜାଣିବା କଥାର ବିପରୀତ — Opposed to one's knowledge or belief.