ଜ୍ଞାନବୀଜ

ଉଇକିଅଭିଧାନ‌ରୁ

ଜ୍ଞାନବୀଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ ରୂପକ ବୀଜ, ରୂପକ କର୍ମଧା)[ସମ୍ପାଦନା]

ଜ୍ଞାନରୂପ ମଞ୍ଜି; ଶିଷ୍ୟ ଜ୍ଞାନଲାଭ କରିବା ନିମନ୍ତେ ଗୁରୁଙ୍କଦ୍ୱାରା ଦିଆଯିବା ପ୍ରଥମ ଶିକ୍ଷା — The seeds of knowledge; rudiments of knowledge.