ଜ୍ଞାନବୁଡ଼ା

ଉଇକିଅଭିଧାନ‌ରୁ

ଜ୍ଞାନବୁଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଯେ ଜ୍ଞାନ ବା ବିବେକ ଲୁପ୍ତ କରେ — ୧. Causing one to lose balance of mind.
୨. ଯେ ବିମୁଗ୍ଧ କରେ —୨. Captivating.

ସେ ଗୋରୀ ଯୁବାଛବି ଜ୍ଞାନବୁଡ଼ା—ଉପେନ୍ଦ୍ରଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ