ଜ୍ଞାନଭ୍ରଂଶ

ଉଇକିଅଭିଧାନ‌ରୁ

ଜ୍ଞାନଭ୍ରଂଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ଞାନ+ଭ୍ରଂଶ, ୬ଷ୍ଠୀ ତତ୍)[ସମ୍ପାଦନା]

ଜ୍ଞାନଲୋପ — Cessation of balance of mind.

ଦେଶଜ - ବିଶେଷଣ -[ସମ୍ପାଦନା]

ଜ୍ଞାନଭ୍ରଷ୍ଟ (ଦେଖ) - Jn̄āna-bhrashṭa (See)

ବୋଲେ ମୁଁ ନୋହେ ଜ୍ଞାନଭ୍ରଂଶ, କେମନ୍ତେ ଦେଲି ନର ମାଂସ ଜଗନ୍ନାଥ, ଭାଗବତ