ଜ୍ଞାନାପନ୍ନ

ଉଇକିଅଭିଧାନ‌ରୁ

ଜ୍ଞାନାପନ୍ନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜ୍ଞାନାପନ୍ନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଜ୍ଞାନ+ଆପନ୍ନ, ୩ୟା ତତ୍)[ସମ୍ପାଦନା]

୧. ଜ୍ଞାନପ୍ରାପ୍ତ; ଜ୍ଞାନୀ —୧. Learned; wise.
୨. ଯେ ଜାଣେ —୨. Knowing.