ଜ୍ଞାନୀ
ଜ୍ଞାନୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଜ୍ଞାନିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଜ୍ଞାନିନ୍ ଶବ୍ଦ; ଜ୍ଞାନ+ଅଛି ଅର୍ଥେ. ଇନ୍; ୧ମା. ୧ବ.)[ସମ୍ପାଦନା]
- ୧. ବିଜ୍ଞ —୧. Wise.
- ୨. ପଣ୍ଡିତ; ଶାସ୍ତ୍ରଜ୍ଞ —୨. Learned.
- ୩. ବିଚକ୍ଷଣ —୩. Skilful.
- ୪. ବୋଧ ସଂପନ୍ନ; ବୁଦ୍ଧିମାନ୍ —୪. Intelligent.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]
- ୧. ଆତ୍ମତତ୍ତ୍ୱଜ୍ଞ ବ୍ୟକ୍ତି —୧. A sage.
- ୨. ଦୈବଜ୍ଞ — ୨. A fore-teller; a fortune-teller.