ଜ୍ୟୋତିଃଶାସ୍ତ୍ର

ଉଇକିଅଭିଧାନ‌ରୁ

ଜ୍ୟୋତିଃଶାସ୍ତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଃ+ଶାସ୍ତ୍ର)[ସମ୍ପାଦନା]

୧. ଜଉତିଷ ଶାସ୍ତ୍ର; ଗ୍ରହ ନକ୍ଷତ୍ରାଦିବିଷୟକ ବିଜ୍ଞାନ — ୧. The science of stars and planets.
୨. ଗଣିତ ଜ୍ୟୋତିଷ; ଯେଉଁ ଶାସ୍ତ୍ରଦ୍ୱାରା ଗ୍ରହନକ୍ଷତ୍ରମାନଙ୍କର ସ୍ଥିତି, ଗତି, ସଂଚାର, ଗ୍ରହଣ, କକ୍ଷ ଇତ୍ୟାଦି ନିର୍ଣ୍ଣୀତ ହୁଏ — ୨. Astronomy.
୩. ଫଳିତ ଜ୍ୟୋତିଷ; ଯଦ୍ଦ୍ୱାରା ଗ୍ରହନକ୍ଷତ୍ରଙ୍କ ଗତିବିଧି ଆଦି ମନୁଷ୍ୟମାନଙ୍କ ଜୀବନ ଉପରେ ଫଳାଇବା ପ୍ରଭାବ ଜଣା ଯାଏ —୩. Astrology.

[ଦ୍ରଷ୍ଟବ୍ୟ —ଜ୍ୟୋତିଃଶାସ୍ତ୍ରର ୩ ଗୋଟି ଶାଖା ଅଛି, ଯଥା ===

୧. ଗଣିତ ବା ତନ୍ତ୍ର—(ଏଥିରେ ଗ୍ରହନକ୍ଷତ୍ରଙ୍କ ଗତି, ସ୍ଥିତି ଆଲୋଚିତ ହୋଇଥାଏ)
୨. ହୋରା ବା ଅଙ୍ଗବିନିଶ୍ଚୟ—(ଏଥିରେ ଜନ୍ମ, ଯାତ୍ରା ଓ ବିବାହାଦି ବିବେଚିତ ହୁଏ)
୩. ସଂହିତା]