ଜ୍ୱାଳାମୁଖୀ

ଉଇକିଅଭିଧାନ‌ରୁ

ଜ୍ୱାଳାମୁଖୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • ରୋ.ଟ୍ରା. — Jwāḻā-mukhī
  • ଆଇ.ପି.ଏ. — ɟˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ ˈl̩ʌ ˈakaɾ mˈɔ hɾˈɔʃʃoˌukaɾ kʰˈɔ dˈiːɾɡʰikˌaɾ
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଜ୍ୱଳା+ମୁଖ+ଇନ୍)[ସମ୍ପାଦନା]

୧. ଚୀନିକ ତୁରସ୍କର ହିନ୍ଦୁ ତୀର୍ଥ ବିଶେଷ (ଯେଉଁଠାରେ ଭଗବତୀଙ୍କ ଜିହ୍ନା ପତିତ ହୋଇଥିବାର ବିଷୟ ପୁରାଣରେ ଲେଖା ଅଛି) — ୧. The name of a famous holy place in Chinese Tartary whither the Hindus go on pilgrimage.
୨. ଆଗ୍ନେୟଗିରି —୨. A volcano; a place where subterranean fire breaks out.
୩. ପଞ୍ଜାବର ଉତ୍ତରରେ ହିମାଳୟ ପର୍ବତର ନିମ୍ନ ଦେଶରେ ଅବସ୍ଥିତ ଅଗ୍ନି ଉଦ୍ଗୀରଣ କରୁଥିବା ହିନ୍ଦୁ ତୀର୍ଥ ବିଶେଷ — ୩. Name of a holy place of Hindu pilgrimage at the foot of the Himalayas.