ଜୟପତ୍ର
ଦେଖଣା
ଜୟପତ୍ର
ଉଚ୍ଚାରଣ
[ସମ୍ପାଦନା](ଜୟଲେଖ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ନିଜର ପରାଜୟ ସ୍ୱୀକାର କରି ପରାଜିତ ବ୍ୟକ୍ତି ବିଜେତାଙ୍କୁ ଯେଉଁ ନିଦର୍ଶନପତ୍ର ଲେଖି ଦିଏ (ହିନ୍ଦୀ - ଶବ୍ଦସାଗର) — ୧. A document executed by the defeated party in favour of the victor admitting his defeat.
- ୨. (ହିନ୍ଦୁ ସ୍ମୃତି) ମକଦ୍ଦମାର ରାୟ; ଫଇସଲା — ୨. (Hindu law) A decree.