ଜୟସିଂହ

ଉଇକିଅଭିଧାନ‌ରୁ

ଜୟସିଂହ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

୚ଞ୍ଜାମ ଜିଲ୍ଲା ଧରାକୋଟ ରାଜ୍ୟର ଜନୈକ ସ୍ୱର୍ଗୀୟ ପଣ୍ଡିତ ରାଜା —Name of a learned king of Dharākoṭa in Ganjam district.

[ଦ୍ରଷ୍ଟବ୍ୟ —ଏ ଜଣେ ସଂସ୍କୃତଜ୍ଞ ପଣ୍ଡିତ ଓ କବି ଥିଲେ 'ମହାଭାରତ' 'କ୍ଷେତ୍ରମହାତ୍ମ୍ୟ' ଓ 'ଭଗବତ୍ଗୀତା' ଏହାଙ୍କ ରଚିତ ଗ୍ରନ୍ଥ ଏ

ବିଖ୍ୟାତ କବି କୃଷ୍ଣସିଂହଙ୍କ ଜ୍ୟେଷ୍ଠତାତ ଥିଲେ—ତାରିଣୀ. ଉତ୍କଳ ସାହିତ୍ୟର ଇତିହାସ ]