ଝ
ଝ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ନବମ ବ୍ୟଞ୍ଜନବର୍ଣ୍ଣ; ଚ ବର୍ଗର ଚତୁର୍ଥ ବର୍ଣ୍ଣ; ଏହାର ଉଚ୍ଚାରଣ ସ୍ଥାନ ତାଳୁ —The ୯th consonant represented by the sound Jh (palatal)
ଝ
ଧ୍ୱନି (ମାନକ ଓଡ଼ିଆ) (file)
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ନବମ ବ୍ୟଞ୍ଜନବର୍ଣ୍ଣ; ଚ ବର୍ଗର ଚତୁର୍ଥ ବର୍ଣ୍ଣ; ଏହାର ଉଚ୍ଚାରଣ ସ୍ଥାନ ତାଳୁ —The ୯th consonant represented by the sound Jh (palatal)
ଝ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ଝଟ୍ ଧାତୁ=ଏକତ୍ର କରିବା+କର୍ତ୍ତୃ. ଅ)[ସମ୍ପାଦନା]
- ୧. ଝଞ୍ଜାବାତ —୧. Hurricane; tornado.
- ୨. ଜଳବର୍ଷଣ —୨. Heavy rain; outpour.
- ୩. ଧ୍ୱନି —୩. A sound.
- ୪. ବୃହସ୍ପତି; ସୁରଗୁରୁ — ୪. Bṛuhaspati, the preceptor of the Gods.
- ୫. ଇନ୍ଦ୍ର —୫. Indra.
- ୬. ଦୈତ୍ୟରାଜ —୬. A King of demons.
ସଂସ୍କୃତ - ବିଶେଷଣ -[ସମ୍ପାଦନା]
- ୧. ନିଦ୍ରିତ —୧. Asleep; sleeping.
- ୨. ନଷ୍ଟ —୨. Spoiled.