Jump to content

ଝକମକି ମୁଣି

ଉଇକିଅଭିଧାନ‌ରୁ

ଝକମକି ମୁଣି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ମୁଣିରେ ଝକମକି ପଥର ଓ ତହିଁରୁ ନିଆଁ ଝାଡ଼ିବାପାଇଁ ଖଣ୍ଡିଏ ଲୁହା ବା ଦାଢୁଆ ପଥର ଓ ଝଡ଼ିବା ନିଆଁକୁ ଧରିବା ପାଇଁ ଶୋହ୍ଲ ଥାଏ —A small bag containing flints, steel and tinder; tinder-bag.

[ଦ୍ରଷ୍ଟବ୍ୟ —ପୂର୍ବେ ପିକାଖିଆ ଲୋକେ ସବୁବେଳେ ଝକମକି ମୁଣି ସାଙ୍ଗରେ ରଖୁଥିଲେ]