ଝଗଡ଼

ଉଇକିଅଭିଧାନ‌ରୁ

ଝଗଡ଼

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ରାଜାଙ୍କର ସ୍ୱାନନୀତ — Bath of kings.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୃଷ୍ଣଚୂଡ଼ା ଗଛ — ୧. The gold-mohur tree.

[ଦ୍ରଷ୍ଟବ୍ୟ —ଏହାର ଫୁଲ ତୋଫା ନାଲ ଓ ପେନ୍ଥିପେନ୍ଥି]

୨. ଝଗଡ଼ା (ଦେଖ) - ୨. Jhagaṟlḍ̠ā (See)
୩. ଜଞ୍ଜାଳ —୩. Complications.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଜଞ୍ଜାଳଗ୍ରସ୍ତ —୧. Complicated.

ଏଣୁ କରି ଉଦେ ସନ୍ଧ୍ୟା ବୈଷ୍ଣବର ଦୃଢ଼ ନ ପାରନ୍ତି ଗୃହଜନେ ବିଷୟ ଝଗଡ଼ ପ୍ରାଚୀ. ଶ୍ରୀ ଗୁରୁଭକ୍ତିଗୀତ

୨. ଭ୍ରାନ୍ତିପୂର୍ଣ୍ଣ —୨. Full of mistakes or errors.

ଝଗଡ଼ ବାଟେ ପଶିଲେ ମୂର୍ଖେ ହେବେ ଭ୍ରମି ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି