ଝଙ୍କର ଜାଲ

ଉଇକିଅଭିଧାନ‌ରୁ

ଝଙ୍କର ଜାଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଝିଙ୍କ ଦଉଡ଼ା(ଡ଼ି)—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମଝିରେ ମଝିରେ ଝିଙ୍କର ବନ୍ଧା ହୋଇଥିବା ଜାଲ ବା ଦଉଡ଼ି —A rope in which potsherds are tied at intervals and which is dragged along the bottom of shallow muddy pools to dislodge the fishes from the bottom.

[ଦ୍ରଷ୍ଟବ୍ୟ —ଏ ଜାଲକୁ ପଙ୍କପାଣିରେ ଦୁଇଜଣ ଲୋକ ଦୁଇ ମୁଣ୍ଡରୁ ଧରି ଟାଣନ୍ତି ଓ ସେ ଜାଲ ପଛେ ପୋଳୁହ ଧରିଥିବା ବ୍ୟକ୍ତିମାନେ ମାଛଙ୍କୁ ଅନିଶା କରି କରି ଚାଲନ୍ତି ଓ ଝିଙ୍କରଦ୍ୱାରା ଚାଳିତ ହୋଇ ମାଛ ଜଳାଶୟର ତଳକୁ ଛାଡ଼ି ଉପରକୁ ଉଠିବାର ଦେଖା ଗଲେ ପୋଳୁହାମାନେ ମାଛଙ୍କୁ ପୋଳୁହରେ ମାଡ଼ି ବସନ୍ତି]