ଝଙ୍କି

ଉଇକିଅଭିଧାନ‌ରୁ

ଝଙ୍କି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୂକ୍ଷ ଧାତୁ=କ୍ଳେଶନ)[ସମ୍ପାଦନା]

ଏକଜିଦ୍; ଜିଗର; ଝୁଙ୍କି —Pertinacity; obstinacy.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

ଏକଗୁୟାଁ; ଏକଜିଦିଆ; ଯେ ବ୍ୟକ୍ତି ଆପଣାର କଥାକୁ ବଜାୟ ରଖିବାକୁ କୌଣସି ଯୁକ୍ତିତର୍କ ମାନେ ନାହିଁ —Headstrong; pertinacious; obstinate.