ଝଙ୍କିବା
ଝାଇଁ ଝାଇଁ ଶବ୍ଦ କରିବା —To make a jingling sound.
ଝେଁ ଝଙ୍କ ଝଙ୍କ ଝଙ୍କ ଝଞ୍ଜାଳ ଝାଙ୍କେ—ପ୍ରାଚୀ. ରହସ୍ୟମଞ୍ଜରୀ