ଝଜକା

ଉଇକିଅଭିଧାନ‌ରୁ

ଝଜକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୟକ୍ରସ୍ତ; ତୁଳ. ସଂସ୍କୃତ - ଦ୍ୱିଧା; ଜଂଜାଳ)[ସମ୍ପାଦନା]

୧. ଭୟଜନିତ କିଂକର୍ତ୍ତବ୍ୟବିମୂଢ଼ତା; ଛନକା; ଛାନିଆ; ହଠାତ୍ ଭୟ ଯୋଗୁଁ ଆବ୍ୱାକାବ୍ୱା ହେବା — ୧. The state of being dumbfounded; alarm; sudden fright.
୨. ଧନ୍ଦାଳି ହେବା ଅବସ୍ଥା, ଧନ୍ଦକା — ୨. Perplexity due to being in a dilemma.
୩. ଆନଦ୍ଧ ବାଦ୍ୟାଦିର ଅନୁଚ୍ଚ ଶବ୍ଦ — ୩. Low muffling sound of drums.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଛାନିଆ; ଭୟକ୍ରସ୍ତ —୧. Alarmed.
୨. କିଂକର୍ତ୍ତବ୍ୟବିମଢ଼ — ୨. Bewilder; perplexed.
୩. କାର୍ଯ୍ୟ ବ୍ୟସ୍ତ —୩. Verybusy.