ଝଜକା
ଦେଖଣା
ଝଜକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୟକ୍ରସ୍ତ; ତୁଳ. ସଂସ୍କୃତ - ଦ୍ୱିଧା; ଜଂଜାଳ)
[ସମ୍ପାଦନା]- ୧. ଭୟଜନିତ କିଂକର୍ତ୍ତବ୍ୟବିମୂଢ଼ତା; ଛନକା; ଛାନିଆ; ହଠାତ୍ ଭୟ ଯୋଗୁଁ ଆବ୍ୱାକାବ୍ୱା ହେବା — ୧. The state of being dumbfounded; alarm; sudden fright.
- ୨. ଧନ୍ଦାଳି ହେବା ଅବସ୍ଥା, ଧନ୍ଦକା — ୨. Perplexity due to being in a dilemma.
- ୩. ଆନଦ୍ଧ ବାଦ୍ୟାଦିର ଅନୁଚ୍ଚ ଶବ୍ଦ — ୩. Low muffling sound of drums.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଛାନିଆ; ଭୟକ୍ରସ୍ତ —୧. Alarmed.
- ୨. କିଂକର୍ତ୍ତବ୍ୟବିମଢ଼ — ୨. Bewilder; perplexed.
- ୩. କାର୍ଯ୍ୟ ବ୍ୟସ୍ତ —୩. Verybusy.