ଝଜକି ହେବା

ଉଇକିଅଭିଧାନ‌ରୁ

ଝଜକି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଦ୍ୱିଧା)[ସମ୍ପାଦନା]

୧. ଭୟରେ କିଂକର୍ତ୍ତବ୍ୟବିମୂଢ଼ ହେବା; ଛାନିଆ ହେବା —୧. To be dumbfounded with fear; to be frightended or alarmed.
୨. ଧନ୍ଦି ହେବା; ଧନ୍ଦକି ହେବା —୨. To be perplexed; to be between the horns of a dilemma.
୩. (ଆନଦ୍ଧ ବାଦ୍ୟାଦି) ଅନୁଚ୍ଚ ଶବ୍ଦ କରିବା — ୩. To produce a low muffling sound.