ଝଞ୍ଝାପବନ

ଉଇକିଅଭିଧାନ‌ରୁ

ଝଞ୍ଝାପବନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଝଞ୍ଜାବାତ, ଝଞ୍ଜାବାୟୁଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଝଞ୍ଜାଯୁକ୍ତ ପବନ)[ସମ୍ପାଦନା]

୧. ଝଡ଼; ତୋଫାନ — ୧. Tempest; storm; hurricane.
୨. ବର୍ଷା ସହିତ ବତାସ — ୨. Tempest accompained with rain.
୩. ଖଣ୍ଡିଆଭୂତ; ଘୂର୍ଣ୍ଣିବାୟୁ — ୩. A tornado; typhoon.
୪. ଗର୍ଜନଯୁକ୍ତ ପବନ —୪. Roaring wind.

ବହିଲା ଝଞ୍ଜାପବନ କୃଷାନୁବତାଶ ପ୍ରାଚୀ. ରହସ୍ୟମଞ୍ଜରୀ