ଝଞ୍ଝାରିବା

ଉଇକିଅଭିଧାନ‌ରୁ

ଝଞ୍ଝାରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଦେଖାଇବା ନିମିତ୍ତ ଆସ୍ଫାଳନ ପୂର୍ବକ ଅସ୍ତ୍ରଆଦି ସଂଚାଳନ କରିବା — ୧. To clang a weapon (e.g. a sword) for display, to brandish a weapon.

ଆଣ୍ଠୁରେ ମାରି କଲେ ଝଞ୍ଜାରିଣ ଫରୀ କୃଷ୍ଣସିଂହ. ମହାଭାରତ. ଆଦି

୨. ନିଜର ଉତ୍କର୍ଷ ପ୍ରକାଶ କରିବା —୨. To display one's valour or excellence or might.
୩. (ସଂସ୍କୃତ - ଜର୍ଜର ଝିଞ୍ଜାରିବା;) (ପୋକମାନେ) ଲୁଗା ଆଦିକୁ ଟିକିଟିକି କରି ଭିଣିବା; କୁଟ୍କୁଟା କରିବା — ୩. To reduce into shreds (as worms eating into fabrics).