ଝଟକ

ଉଇକିଅଭିଧାନ‌ରୁ

ଝଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାକଚିକ୍ୟ)[ସମ୍ପାଦନା]

ଦୀପ୍ତି; କାନ୍ତି; ତେଜ — Glitter.

ବର୍ଣ୍ଣ ଝଟକ ବିଜୁଳିରେ ନାହିଁ—ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷଣ -[ସମ୍ପାଦନା]

କ୍ଷଣିକ ଆଭାଯୁକ୍ତ —Glittering.

ବଦନ ମୋ ଚନ୍ଦ୍ର ପରି ତାଟଙ୍କ; ବୃହସ୍ପତି ଶୁକ୍ର ପରି ଝଟକ—ଭଞ୍ଜ, ବୈଦେହୀଶବିଳାସ

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

ଅତିଶୀଘ୍ର —Quickly.

ଯା କହିଲି ଝଟକେ ନେତ୍ରଗୋଚର ହେବ ଭବନେ ମୋର ହେ କାମଚର—ରାଧାନାଥ. ମେଘଦୂତ