ଝଟକ
ଦେଖଣା
ଝଟକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚାକଚିକ୍ୟ)
[ସମ୍ପାଦନା]ଦୀପ୍ତି; କାନ୍ତି; ତେଜ — Glitter.
ବର୍ଣ୍ଣ ଝଟକ ବିଜୁଳିରେ ନାହିଁ—ଭଞ୍ଜ. ବୈଦେହୀଶବିଳାସ
ଦେଶଜ - ବିଶେଷଣ -
[ସମ୍ପାଦନା]କ୍ଷଣିକ ଆଭାଯୁକ୍ତ —Glittering.
ବଦନ ମୋ ଚନ୍ଦ୍ର ପରି ତାଟଙ୍କ; ବୃହସ୍ପତି ଶୁକ୍ର ପରି ଝଟକ—ଭଞ୍ଜ, ବୈଦେହୀଶବିଳାସ
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଅତିଶୀଘ୍ର —Quickly.
ଯା କହିଲି ଝଟକେ ନେତ୍ରଗୋଚର ହେବ ଭବନେ ମୋର ହେ କାମଚର—ରାଧାନାଥ. ମେଘଦୂତ