ଝଟକିବା
ଦେଖଣା
ଝଟକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଶୋଭା ପାଇବା; ଚକ୍ଚକ୍ ହେବା; ଜାଜ୍ୱଲ୍ୟମାନ ହେବା — ୧. To shine; to giltter.
ଝଳି ପାଞ୍ଚାଳି ଝଟକେ ନାହିଁ କି—କବିସୂର୍ଯ୍ୟ କିଶୋରୀଚମ୍ପୂ ଝ ଗୀତ
- ୨. ସାଧାରଣରେ ଭଲରୂପେ ପ୍ରକାଶିତ ହେବା; ଖ୍ୟାତି ହେବା; ପ୍ରସିଦ୍ଧ ହେବା —୨. To be well-known in public.
(ଯଥା—ଦେଶତମାମ୍ ତାଙ୍କ କୀର୍ତ୍ତି ଭାରି ଝଟକୁଛି)