ଝଟକେଇବା

ଉଇକିଅଭିଧାନ‌ରୁ

ଝଟକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଝଟିତି)[ସମ୍ପାଦନା]

୧. ଝଟକାମାରିବା; ଲାଙ୍ଗୁଡ଼ଆଦିଦ୍ୱାରା ଜୋରରେ ହଠାତ୍ ଆଘାତ କରିବା —୧. To flap or whisk (as the tail or wing.)
୨. (ଝଟକିବାର ଣିଜନ୍ତରୂପ)—ଆଭାଯୁକ୍ତ ବା ଚିକ୍ଚିକ୍ କରାଇବା —୨. To burnish; to impart glow to a thing.