ଝଟା
ଦେଖଣା
ଝଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୃକ୍ଷ ଗୁଳ୍ମାଦିର ସଂଗୃହୀତ ସରୁସରୁ ଶାଖାଗୁଚ୍ଛ; ଝାଟୢ —୧. Twigs and small branches of creepers and trees; brush wood; wattle.
- ୨. ଝୋଟୀ; ମୁରୂଜ ଆଦିରେ ଲେଖିବା ଚିତା — ୨. Drawing on floor or wall with white powder or lime-water.
ପ୍ରାଦେଶିକ - (ଗଞ୍ଜାମ ଓ ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଶିମ୍ୱ —Bean.
ଆରେ ଚହଟା ! ଝଟାଲଟା ତଳେ ନ କର ହଟା ଯଦୁମଣି. ରହସ୍ୟବଚନ
ପ୍ରାଦେଶିକ - (ମେଦିନୀପୁର) ବି—(ତୁଳ. ବଙ୍ଗାଳୀ - ଝାଟା)
[ସମ୍ପାଦନା]ଝାଡ଼ୁ; ପହଁରା —Broom-stick.
ପ୍ରାଦେଶିକ - (ସିଂହଭୂମି)—ବିଶେଷ୍ୟ -
[ସମ୍ପାଦନା]ଝାଟିମାଟି କାନ୍ଥରେ ଦିଆ ଯିବା ଝାଟି ବା ଡାଳିଆ —Twigs put as the inner frame in a mud-and-wattle wall