ଝଟାପଟା
ଝଟାପଟା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଝଟାପଟା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ମାଡ଼ ମରାମରି ବା ଧରାପରା; ଦୁଇ ଜଣଙ୍କର ଧରାଧରି ହୋଇ କଳି; ଧଡ଼ାପଡ଼ା — ୧. Quarrel accompanied with mutual tangling together; falling upon each other; affray.
- ୨. କଳିକଜିଆ —୨. Quarrelling; strife.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ପରସ୍ପରରେ ଧରାଧରି ବା ମରାମରି — ୧. Grappling or struggling with each other.
- ୨. ପରସ୍ପର ଲାଗିଥିବା (କଳି) —୨. Wrangling.
- ୩. ଯାହା କୌଣସି ବସ୍ତୁରେ ଲାଗିଲେ ଛାଡ଼େ ନାହିଁ — ୩. Clinging; adhesive.
- ୪. ଗୁଡ଼େଇ ତୁଡ଼େଇ ହୋଇ ଲାଗି ରହିଥିବା — ୪. Entangled in a confused manner; complicatedly entwined.
ଦେଶଜ - କ୍ରି. ବିଶେଷଣ -[ସମ୍ପାଦନା]
ଗୁଡ଼େଇ ତୁଡ଼େଇ ହୋଇ ସଂଲଗ୍ନ ହେବା ପ୍ରକାରେ —Intricately; entwining each other; in an entangled manner.
କାନକୋଳି କଣ୍ଟା, ଯହିଁରେ ଲାଗିବ ଝଟାପଟା କାହାଣୀର ଲଥା