ଝଟାପଟା
ଦେଖଣା
ଝଟାପଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝଟାପଟା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଡ଼ ମରାମରି ବା ଧରାପରା; ଦୁଇ ଜଣଙ୍କର ଧରାଧରି ହୋଇ କଳି; ଧଡ଼ାପଡ଼ା — ୧. Quarrel accompanied with mutual tangling together; falling upon each other; affray.
- ୨. କଳିକଜିଆ —୨. Quarrelling; strife.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ପରସ୍ପରରେ ଧରାଧରି ବା ମରାମରି — ୧. Grappling or struggling with each other.
- ୨. ପରସ୍ପର ଲାଗିଥିବା (କଳି) —୨. Wrangling.
- ୩. ଯାହା କୌଣସି ବସ୍ତୁରେ ଲାଗିଲେ ଛାଡ଼େ ନାହିଁ — ୩. Clinging; adhesive.
- ୪. ଗୁଡ଼େଇ ତୁଡ଼େଇ ହୋଇ ଲାଗି ରହିଥିବା — ୪. Entangled in a confused manner; complicatedly entwined.
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]ଗୁଡ଼େଇ ତୁଡ଼େଇ ହୋଇ ସଂଲଗ୍ନ ହେବା ପ୍ରକାରେ —Intricately; entwining each other; in an entangled manner.
କାନକୋଳି କଣ୍ଟା, ଯହିଁରେ ଲାଗିବ ଝଟାପଟା କାହାଣୀର ଲଥା