ଝଟିତ

ଉଇକିଅଭିଧାନ‌ରୁ

ଝଟିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. ବିଶେଷଣ -(ସଂସ୍କୃତ - ଝଟିତି)[ସମ୍ପାଦନା]

ଅତିଶୀଘ୍ର — At once; in no time; immediately.

ବିଭୁ ଜଗତରେ ଚାହିଁ ପୁଛିଲେ ଝଟିତ ଭଞ୍ଜ. ବୈଦେହୀଶବିଳାଶ