Jump to content

ଝଡ଼େଇବା

ଉଇକିଅଭିଧାନ‌ରୁ

ଝଡ଼େଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଝାଡ଼ିବାର ଣିଜନ୍ତରୂପ — ୧. Causative of Jhāṟḍ̠ibā

ଝଡ଼ାଇଲା ଭଡ଼ିଣ ପଡ଼ିଥିବା ଧୂଳି କୃଷ୍ଣସିଂହ. ମହାଭାରତ. ବନ

୨. ଝଡ଼ିବାର ଣିଜନ୍ତ ରୂପ — ୨. Causative of Jhaṟḍ̠ibā.

ପୁଷା ପୁରୋଡ଼ାଶ ଭକ୍ଷଣ କରୁଥିଲେ, ମୁଠି ମାଡ଼େ ତାଙ୍କ ଦାନ୍ତକୁ ଝଡ଼ାଇଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ