ଝଡ଼୍ଝଡ଼୍

ଉଇକିଅଭିଧାନ‌ରୁ

ଝଡ଼୍ଝଡ଼୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ; ସଂସ୍କୃତ - ଝର)[ସମ୍ପାଦନା]

କାନ୍ଥରୁ ଶୁଖିଲା ମାଟି ଝଡ଼ି ପଡ଼ିବା ଶବ୍ଦ; ଖଳଖଳ ଧ୍ୱନି, ଗଛରୁ ଶୁଖିଲା ପତ୍ର ଝଡ଼ି ପଡ଼ିବାର ଶବ୍ଦ — Rustling sound of falling leaves or crumbling earth falling down from a wall.