ଝଣଝଣିଆଁ

ଉଇକିଅଭିଧାନ‌ରୁ

ଝଣଝଣିଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧନ୍ ବା ଧଣ୍ ଧାତୁ, ଶବ୍ଦ କରିବା)[ସମ୍ପାଦନା]

୧. ଝଣଝଣ ଶବ୍ଦକାରୀ —୧. Making or producing a clanking sound.
୨. ଶୁଷ୍କ; ଶୁଖିଲା —୨. Dried.

[ଦ୍ରଷ୍ଟବ୍ୟ —ଛଣପଟ ଛୁଇଁ ଭିତରେ ମଞ୍ଜି ଶୁଖି ଝଣଝଣ ହୋଇ ବାଜିବାରୁ ଛୁଇଁ ଝଣଝଣିଆ ହୋଇଯିବାର କୁହାଯାଏ]