ଝଣ୍ଡା

ଉଇକିଅଭିଧାନ‌ରୁ

ଝଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଜୟନ୍ତ; ସଂସ୍କୃତ - ଜଣ୍ଡ)[ସମ୍ପାଦନା]

୧. ମାଳା; ଧଣ୍ଡା — ୧. Garland.
୨. ପତାକାଯୁକ୍ତ ଦଣ୍ଡ —୨. Flagstaff.

ସୋରବାସିଙ୍କର ଦୂରିତ ବାରକ ମଙ୍ଗଳ ଝଣ୍ଡାରୂପେ ଚମକଇ ଯହିଁ ଉଗ୍ରଚଣ୍ଡା ଖେଳାଇ ଖଣ୍ଡା ରାଧାନାଥ. ଉଷା

୩. ପତାକା —୩. Flag