ଝଣ୍ଡି

ଉଇକିଅଭିଧାନ‌ରୁ

ଝଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ; ଜୟନ୍ତ)[ସମ୍ପାଦନା]

୧. ପତାକା — ୧. Flag.
୨. ପତାକାଯୁକ୍ତ ଦଣ୍ଡ — ୨. Flagstaff.
୩. ଚେନ୍ ସର୍ଭେ ବା ଲେଭ୍ଲିଙ୍ଗ୍ ଯନ୍ତ୍ର ବା କମ୍ପାସ୍ ସାହାଯ୍ୟରେ ଭୂମି ମାପିବା ସମୟରେ ସମ୍ମୁଖସ୍ଥ ଶଙ୍କୁ ବା ଷ୍ଟେସନ ଉପରେ ଠିଆ ଭାବରେ ଧରାଯିବା ପତାକାଦଣ୍ଡ —୩. A flagstaff held on the next station during surveying with the chain or compass or level.