ଝଣ୍ଡି
ଦେଖଣା
ଝଣ୍ଡି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦଣ୍ଡ; ଜୟନ୍ତ)
[ସମ୍ପାଦନା]- ୧. ପତାକା — ୧. Flag.
- ୨. ପତାକାଯୁକ୍ତ ଦଣ୍ଡ — ୨. Flagstaff.
- ୩. ଚେନ୍ ସର୍ଭେ ବା ଲେଭ୍ଲିଙ୍ଗ୍ ଯନ୍ତ୍ର ବା କମ୍ପାସ୍ ସାହାଯ୍ୟରେ ଭୂମି ମାପିବା ସମୟରେ ସମ୍ମୁଖସ୍ଥ ଶଙ୍କୁ ବା ଷ୍ଟେସନ ଉପରେ ଠିଆ ଭାବରେ ଧରାଯିବା ପତାକାଦଣ୍ଡ —୩. A flagstaff held on the next station during surveying with the chain or compass or level.