ଝନ୍ଜନ୍
ଦେଖଣା
ଝନ୍ଜନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ଅ ଓ ବିଶେଷ୍ୟ - (ଧ୍ୱନ୍ୟନୁକରଣ)
[ସମ୍ପାଦନା]- ୧. ଝଣ୍ ଝଣ୍ ଶବ୍ଦ— (ଯଥା ଲୁହା ଶିଉଳିର ଚାଳନ ଜନିତ ଶବ୍ଦ) — ୧. A bang; a clap; metallic clank.
ପତନେ କବଚ ଗାତ୍ରେ ବଜାଇ ଝନ୍ ଝନ ରାଧାନାଥ. ବେଣୀସଂହାର
- ୨. ଶୁଷ୍କ ଦ୍ରବ୍ୟାୟଦିର ପରସ୍ପର ଘାତପ୍ରତିଘାତ ଶବ୍ଦ— (ଯଥା—ବାଉଁଶନଳ ମଧ୍ୟରେ ଗୁଡ଼ିଏ ଶୁଖିଲା ମଞ୍ଜି ପୁରାଇ ହଲାଇବାର ଶବ୍ଦ) —୨. The sound of many hard and dry things striking each other (as seeds in a dry pod).