ଝପଟିବା

ଉଇକିଅଭିଧାନ‌ରୁ

ଝପଟିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଝମ୍ପ)[ସମ୍ପାଦନା]

୧. ଦ୍ରୁତଗତିରେ ଦଉଡ଼ିବା; ଧାବିତ ହେବା —୧. To run swiftly.

ଜାଣି ଯେ ଯିବାର ଯମୁନା ଘାଟ ଦେଖିବାକୁ ତାକୁ ଆଗେ ଝପଟ—କବିସୂର୍ଯ୍ୟ. କବିତା

୨. ଲମ୍ଫସହ ଦଉଡ଼ିବା — ୨. To run with big leaps; to scamper.