ଝପଟ୍

ଉଇକିଅଭିଧାନ‌ରୁ

ଝପଟ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝମ୍ପ୍; ତୁଳ ଇଂରାଜୀ - ଜମ୍ପ)[ସମ୍ପାଦନା]

୧. ଦଉଡ଼; ଧାଇଁବା — ୧. Race; running.
୨. କୁଦା ମାରି ଦୌଡ଼ିବା — ୨. Scampering; running on all fours

ବାଜୀ, ଝପଟକୁ ଗଜ ଚହଟକୁ ସ୍ଥାନ ନୋହି ଯନ୍ତିଘର ଭଞ୍ଜ. ବୈଦେହୀଶବିଳାସ