ଝବା

ଉଇକିଅଭିଧାନ‌ରୁ

ଝବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଛୋଟ ମାଠିଆ ବା କଳସୀ — ୧. Small pitcher or jar.
୨. କିଆରୀରେ ଧାନ ବା ଅନ୍ୟ ଶସ୍ୟ ଗଛମାନ ଏକ ଏକ ସ୍ଥାନରେ ବହଳ ହୋଇ ଓ ଏକ ଏକ ସ୍ଥାନରେ ପତଳା ହୋଇ ଉଠିଥିବା ଅବସ୍ଥା —୨. The state of paddy or other corn plants growing thickly at one place and thinly at other places in a field.

ଦେଶଜ - ବିଶେଷଣ -[ସମ୍ପାଦନା]

ଏକ ଅଂଶରେ ବହଳିଆ ଓ ଏକ ଅଂଶରେ ପତଳା ହୋଇ ଧାନ ବା ଅନ୍ୟ ଶସ୍ୟ ଗଛ ଉଠିଥିବା ଅବସ୍ଥାଯୁକ୍ତ (କିଆରୀ) —(corn field) With plants growing up very irregularly.

(ଯଥା—ଏ ବର୍ଷ ମୋ ମୁଗକ୍ଷେତରେ ପୋକ ଲାଗି ଝବା ହୋଇଗଲା)

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

ସ୍ତ୍ରୀଲୋକମାନଙ୍କର ଅଳକା ପରି କପାଳରେ କେଶ ଉପରେ ପିନ୍ଧବା ରୂପାର ଅଳଙ୍କାର- ବିଶେଷ —A silver ornament worn by females on the head over the hair.