ଝମକ ଝମକ

ଉଇକିଅଭିଧାନ‌ରୁ

ଝମକ ଝମକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

ଝାଞ୍ଜ ମୃଦଙ୍ଗାଦି ବାଦ୍ୟ ବାଜିବାର ଶବ୍ଦ — Clank of cymbals and drums.

ଝମକ ଝମକ ଢାଳ ଝମକେ—ପ୍ରାଚୀ, ରହସ୍ୟମଞ୍ଜରୀ