ଝମର ଝମର
ଘୁଙ୍ଗୁର ଆଦି ଅଳଙ୍କାର ଚାଳନଜନିତ ଉଚ୍ଚ ଶବ୍ଦ —High tinkling sound of ornaments.
[ଦ୍ରଷ୍ଟବ୍ୟ —ଝୁମୁରୁ ଝୁମୁର ବା ଝୁମୁଝୁମୁ ଅଳଙ୍କାରର ଅନୁଚ୍ଚ ମଧୁର ଧ୍ୱନି ଓ ଝମର ଝମର ଅପେକ୍ଷା କ୍ଷୀଣତର]