ଝମ୍

ଉଇକିଅଭିଧାନ‌ରୁ

ଝମ୍(ଧାତୁ) —

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ଭକ୍ଷଣ କରିବା — To eat.



ଝମ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ. (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ବର୍ଷାର ଝଙ୍କାର ଶବ୍ଦ — ୧. Pattering sound of rain.
୨. ଧାତୁମୟ ପଦାର୍ଥଦ୍ୱୟ ପରସ୍ପର ବାଜିବାର ଶବ୍ଦ — ୨. Metallic clank.

ଝମଝମ ଝମଝମ ଝୁଣ୍ଟିଆ ବାଜେ ସା ଯଦା ଗଚ୍ଛତି ଗୋହିରା ଦାଣ୍ଡେ—ଫକୀରମୋହନ. ଛମାଣ ଆଠଗୁଣ୍ଠ

୩. କୂଅର ପାଣିରେ କୌମସି ଜିନିସ ଖସି ପଡ଼ିବାର ଶବ୍ଦ — ୩. Rustling sound of water striking a thing falling into a well.

(ଯଥା—ରାତିଅଧରେ କୂଅରେ ଶୁଭଲା ଝମ୍)

୪. ଅଳଙ୍କାରାଦିର ଶବ୍ଦ — ୪. Tinkling sound of ornaments.

ଦେଶଜ - ବିଶେଷଣ -[ସମ୍ପାଦନା]

ବିଶେଷ ପରିମାଣରେ (ବୃଷ୍ଟି) — (raining) Cats and dogs; copious (shower).