ଝମ୍ପନ

ଉଇକିଅଭିଧାନ‌ରୁ

ଝମ୍ପନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଝମ୍ପ ଧାତୁ+ଭାବ. ଅନ)[ସମ୍ପାଦନା]

୧. କୁଦିବା —୧. Jumping; leaping.
୨. ଶିକାରକୁ ଆକ୍ରମଣ କରି ମାଡ଼ିବସିବା — ୨. Pouncing on a prey.