ଝମ୍ପା ଝାଲର
ଦେଖଣା
ଝମ୍ପା ଝାଲର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝମ୍ପା ଝାଲର
|
ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ଝମ୍ପ+ଝଲ୍ଲରୀ)
[ସମ୍ପାଦନା]ପାଟଫୁଲି ପରି ପେନ୍ଥା ପେନ୍ଥା ଓ କେରାକେରା ହୋଇ ତଳକୁ ଓହୋଳି ଥିବା ବସ୍ତ୍ରାଦିର ଅଳଙ୍କାର —Tassels and strings (used as ornament).