ଝମ୍ପା ଝାଲରିଆ
ଦେଖଣା
ଝମ୍ପା ଝାଲରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଝମ୍ପା ଝାଲରିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯହିଁରେ ଫୁଲି ଓ ଝାଲର ଲାଗି ଥାଏ —୧. Furnished with tassels and strings.
- ୨. ଯାହା ପେନ୍ଥାପେନ୍ଥା ଓ କେରାକେରା ହୋଇ ତଳକୁ ଲମ୍ୱି ଥାଏ —୨. Hanging down in tassels and strings.
ଝମ୍ପାଝାଲରିଆ ଅଳକ ତିଳକ ଶୋଭିନୀର କେଶବେଶେ କବିସୂର୍ଯ୍ୟ. ସଙ୍ଗୀତ