ଝରକଲମ

ଉଇକିଅଭିଧାନ‌ରୁ

ଝରକଲମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଇଂରାଜୀ -ରୁ ଅନୁବାଦ; ଆଧୁନିକ ବ୍ୟବହାର)[ସମ୍ପାଦନା]

ଯେଉଁ କଲମରେ ଆଗରୁ ସ୍ୟାହି ପଶି ଥାଏ ଓ ସେହି ସ୍ୟାହି ଲେଖିଲାବେଳେ କଲମରମୁହଁକୁ ଝରି ଆସେ —Fountain. pen.