Jump to content

ଝରଣା

ଉଇକିଅଭିଧାନ‌ରୁ

ଝରଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝର)

[ସମ୍ପାଦନା]
୧. ନିର୍ଝର — ୧. Spring; cascade.
୨. (କେଣ୍ଡାରୁ ଧାନ; ଗଛରୁ ପତ୍ର) ଝଡ଼ିବା; ଭୂମିରେ ଖସି ପଡ଼ିବା —୨. Dropping down; falling down.
୩. ପାଣିଆଦି ଝରିବା କର୍ମ — ୩. Oozing; trickling down (of liquid).