ଝରାକାଠି
ଦେଖଣା
ଝରାକାଠି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଝୁମ୍ପା ଓହୋଳି ଥିବା ଗୋଜିକାଠି; ସ୍ତ୍ରୀମାନଙ୍କ ଜୁଡ଼ାର ଅଳଙ୍କାର କାଠି ବିଶେଷ — A hairpin with a bunch of pandant chains (worn on the chignon).
[ଦ୍ରଷ୍ଟବ୍ୟ —ଏହା ସୁନା, ରୂପା ବା ହାତିଦାନ୍ତର ସରୁ କାଠି; ଏଥିର ଅଗରେ ଗୁଡ଼ିଏ ଝୁମ୍ପାଲଗା ଶିକୁଳି ଓହୋଳି ଥାଏ ଓ ଏହା ଜୁଡ଼ାରେ ଗୁଞାଯାଏ ମୁଣ୍ଡ ହଲାଇଲା ବେଳେ ଏ ଝରାଗୁଡ଼ିକ ରୁଣୁଝୁଣୁ ଶବ୍ଦ କରେ ]