ଝରାକାଠି

ଉଇକିଅଭିଧାନ‌ରୁ

ଝରାକାଠି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଝୁମ୍ପା ଓହୋଳି ଥିବା ଗୋଜିକାଠି; ସ୍ତ୍ରୀମାନଙ୍କ ଜୁଡ଼ାର ଅଳଙ୍କାର କାଠି ବିଶେଷ — A hairpin with a bunch of pandant chains (worn on the chignon).

[ଦ୍ରଷ୍ଟବ୍ୟ —ଏହା ସୁନା, ରୂପା ବା ହାତିଦାନ୍ତର ସରୁ କାଠି; ଏଥିର ଅଗରେ ଗୁଡ଼ିଏ ଝୁମ୍ପାଲଗା ଶିକୁଳି ଓହୋଳି ଥାଏ ଓ ଏହା ଜୁଡ଼ାରେ ଗୁଞାଯାଏ ମୁଣ୍ଡ ହଲାଇଲା ବେଳେ ଏ ଝରାଗୁଡ଼ିକ ରୁଣୁଝୁଣୁ ଶବ୍ଦ କରେ ]