ଝରିବା
ଦେଖଣା
ଝରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଝର; ସଂସ୍କୃତ - କ୍ଷର ଧାତୁ)
[ସମ୍ପାଦନା]- ୧. (ଜଳୀୟ ପଦାର୍ଥ) କ୍ଷରିବା; ଧାରରେ ବହିବା; ଗଡ଼ିବା —୧. To flow down continuously; to fall down by drops; to drip.
କି ଅବା ପଶିଲେ ହୃଦରେ ନୟନୁ ଅଶ୍ରୁତା ନ ଝରେ ଜଗନ୍ନାଥ—ଭାଗବତ
- ୨. ସ୍ରବିବା; ସୂକ୍ଷ୍ମଧାରରେ ବହିବା —୨. To ooze.
ବିନ୍ଦୁ ବିନ୍ଦୁ ଝାଳ ଝରିବ ଇନ୍ଦୁମୁଖରୁ ଶ୍ରମେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
- ୩. (ପାତ୍ର) ଛିଦ୍ରଯୁକ୍ତ ହେଲେ ତହିଁରୁ ପାଣି ବହିବା — ୩. To leak.
(ଯଥା—ଏ ଗରାଟା ଝରିଲାଣି)
[[]] ୪ (ଗ୍ରାମ୍ୟ; ଇତର; ପଦ୍ୟ) ଝଡ଼ିବା ]] ୧ (ଦେଖ) - ୪. Jhaṟḍ̠ibā ୧ (See)
ନୀରବେ ପଡ଼ଇ ଝରି ନନ୍ଦକିଶୋର. ଶର୍ମିଷ୍ଠା