ଝରିବା

ଉଇକିଅଭିଧାନ‌ରୁ

ଝରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଝର; ସଂସ୍କୃତ - କ୍ଷର ଧାତୁ)[ସମ୍ପାଦନା]

୧. (ଜଳୀୟ ପଦାର୍ଥ) କ୍ଷରିବା; ଧାରରେ ବହିବା; ଗଡ଼ିବା —୧. To flow down continuously; to fall down by drops; to drip.

କି ଅବା ପଶିଲେ ହୃଦରେ ନୟନୁ ଅଶ୍ରୁତା ନ ଝରେ ଜଗନ୍ନାଥ—ଭାଗବତ

୨. ସ୍ରବିବା; ସୂକ୍ଷ୍ମଧାରରେ ବହିବା —୨. To ooze.

ବିନ୍ଦୁ ବିନ୍ଦୁ ଝାଳ ଝରିବ ଇନ୍ଦୁମୁଖରୁ ଶ୍ରମେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୩. (ପାତ୍ର) ଛିଦ୍ରଯୁକ୍ତ ହେଲେ ତହିଁରୁ ପାଣି ବହିବା — ୩. To leak.

(ଯଥା—ଏ ଗରାଟା ଝରିଲାଣି)

[[]] ୪ (ଗ୍ରାମ୍ୟ; ଇତର; ପଦ୍ୟ) ଝଡ଼ିବା ]] ୧ (ଦେଖ) - ୪. Jhaṟḍ̠ibā ୧ (See)

ନୀରବେ ପଡ଼ଇ ଝରି ନନ୍ଦକିଶୋର. ଶର୍ମିଷ୍ଠା