ଝର୍ଝରୀ

ଉଇକିଅଭିଧାନ‌ରୁ

ଝର୍ଝରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ଝର୍ଝର+ଇନ୍; ୧ମା. ୧ବ.)[ସମ୍ପାଦନା]

ଶିବ (ହିନ୍ଦୀ - ଶବ୍ଦସାଗର) —God Ṡiba.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଝର୍ଝର+ସ୍ତ୍ରୀ. ଈ)[ସମ୍ପାଦନା]

୧. ଚଟକା ନାଗରା; ତାସା —୧. A kind of flat shallow kettle-drum.

[ଦ୍ରଷ୍ଟବ୍ୟ —ଏହା ପଲମ ପରି ଓ ବଜାଇଲା ବେଳେ ଏହାକୁ ଦୁଇଟି କାଠିରେ ଆଘାତ କରାଯାଏ]

୨. ଏକ ପ୍ରକାର ମନ୍ଦିରା; ଛୋଟ ଝାଞ୍ଜ — ୨. A kind of small cymbals.
୩. ବେଶ୍ୟା (ଜ୍ଞାନେନ୍ଦ୍ର) —୩. Prostitute.