ଝଲକା

ଉଇକିଅଭିଧାନ‌ରୁ

ଝଲକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଝଲ୍ଲିକା=ଦୀପ୍ତି)[ସମ୍ପାଦନା]

୧. ତରଙ୍ଗ; ଆଘାତଦ୍ୱାରା ଉପରକୁ ଉଠି ଆସିବା ଊର୍ମିପ୍ରବାହ; ତରଙ୍ଗାକାର ପ୍ରବାହ —୧. A gush; a violent flowing up or rising of water or; flapping or rushing of a wave of liquid.

(ଯଥା—ଝଲକାଏ ପାଣି, ରକ୍ତ, ବାନ୍ତି ଇତ୍ୟାଦି)

୨. କର୍ଣ୍ଣଭୂଷଣବିଶେଷ —୨. A kind of earring.

କମ୍ପୁଥିଲା ପରା ଝଲକାଝଲକି ଝଳି ଦଳି— ଭଞ୍ଜ. କୋଟିବ୍ରୋହ୍ମାଣ୍ଡସୁନ୍ଦରୀ

୩. (ଗ୍ରାମ୍ୟ, ଇତର) ଝରକା; ବାତାୟନ — ୩. Window.
୪. ଝଲକ ଦଣ୍ଡି (ଦେଖ) - — ୪. Jhalaka daṇḍi (See)